ସ୍ଲମ୍‌ କ୍ୱାର୍ଟର୍ସ ଆବଣ୍ଟନ ପ୍ରସଙ୍ଗ: ଆଳୁ ଖୋଳୁ ଖୋଳୁ ମହାଦେବ

ନଗର ଉନ୍ନୟନ ବିଭାଗ କର୍ମଚାରୀ ମଧ୍ୟ ନେଇଛନ୍ତି କ୍ୱାର୍ଟର ଭୁବନେଶ୍ୱର: କେନ୍ଦ୍ର ସରକାର କରିଥିବା ସ୍ଲମ୍‌ କ୍ୱାର୍ଟର୍ସ ବିଏମ୍‌ସି କର୍ମଚାରୀଙ୍କୁ ବାଣ୍ଟି ଦିଆଯାଇଛି। କେତେକ କର୍ମଚାରୀ ଅବସର ପରେ କ୍ୱାର୍ଟର୍ସ ଫେରାଇ ନାହାନ୍ତି। ଜଣେ କର୍ମଚାରୀ କୋର୍ଟରେ ହାରିଯିବା ଓ ମେ’ ମାସ ସୁଦ୍ଧା କ୍ୱାର୍ଟର୍ସ ଫେରାଇବା ପାଇଁ ତାଙ୍କୁ ବିଏମ୍‌ସି ନୋଟିସ୍‌ ହେବା ପରେ ତନାଘନା ହୋଇଛି। ଖୋଳତାଡ଼ ବେଳେ ବିଚିତ୍ର କଥା ସାମ୍ନାକୁ ଆସିଛି। ଏଠାରେ କେବଳ … Continue reading ସ୍ଲମ୍‌ କ୍ୱାର୍ଟର୍ସ ଆବଣ୍ଟନ ପ୍ରସଙ୍ଗ: ଆଳୁ ଖୋଳୁ ଖୋଳୁ ମହାଦେବ